Home Oriya Odia Dictionary

Download Oriya Odia Dictionary APP

Entangle Oriya Odia Meaning

ଗୁନ୍ଥିହେବା

Definition

ହଁ ବା ନାଁର ସ୍ଥିତି
ଯେ ଅଟକି ଯାଇଛି
ଯେ ଜଟିଳ ପରିସ୍ଥିତିରେ ପଡ଼ିଯାଇଛି
କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
କାହାକୁ ଏଭଳି ଭାବେ ବନ୍ଧନ ବା ଫାଶରେ ଏଭଳି ଫସେଇବା ଯେପରି

Example

ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
ଦୀପକ ଗଛ ଉପରେ ଅଟକି ଯାଇଥିବାଗୁଡ଼ିକୁ ତଳକୁ ଆଣୁଛି
ସେ ଜଟିଳ ମାମଲାକୁ ସରଳ କରିବାକୁ ଚେଷ୍ଟା କରୁଛି
ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ
ଶ୍ୟାମ ରସି ଗୁଡିକର ଅଡୁଆ ଦୂର କରୁଛି୤