Home Oriya Odia Dictionary

Download Oriya Odia Dictionary APP

Entreat Oriya Odia Meaning

ଅନୁନୟ କରିବା, ଅନୁରୋଧ କରିବା, ନିବେଦନ କରିବା, ପ୍ରାର୍ଥନା କରିବା, ବିନତି କରିବା, ବିନୟ କରିବା

Definition

ନମ୍ରତାପୂର୍ବକ କାହାକୁ କିଛି କହିବା

Example

ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ମୋତେ ଘରକୁ ଯିବାକୁ ଦିଅନ୍ତୁ