Home Oriya Odia Dictionary

Download Oriya Odia Dictionary APP

Epitome Oriya Odia Meaning

ଆଦର୍ଶ, ଉଦାହରଣ, ଦୃଷ୍ଟାନ୍ତ, ନିଦର୍ଶନ

Definition

ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ
ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
ଯେଉଁ କାଚରେ ମୁହଁଆଦି ଦେଖନ୍ତି
ଏଭଳି କିଛି

Example

ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
କେତେକ ଝିଅ ନିଜ ପର୍ସରେ ଦର୍ପଣ ରଖନ୍ତି
ସମସ୍ତଙ୍କର ନିଜ ନିଜର ଆଦର୍ଶ ଥାଏ
ଭଗବାନ ରାମଙ୍କ କାର୍ଯ୍ୟ ଆଧୁନିକ ଯୁଗ ନିମନ୍ତେ ଏକ ଉଦାହରଣ