Home Oriya Odia Dictionary

Download Oriya Odia Dictionary APP

Equalitarian Oriya Odia Meaning

ସମତାବାଦୀ, ସମାନତାବାଦୀ, ସାମ୍ୟବାଦୀ

Definition

ସମାନତାବାଦର ବା ସମତାବାଦର ସମର୍ଥକ
ସାମ୍ୟବାଦକୁ ମାନୁଥିବା ବ୍ୟକ୍ତି

Example

ନିଜକୁ ସାମ୍ୟବାଦୀ ଦାବୀ କରୁଥିବା ଶେଠ୍ ଜଣକ କୋଟି କୋଟି ଟଙ୍କାର ମାଲିକ
ଆଜିବି ସମାଜରେ ସାମ୍ୟବାଦୀ ବ୍ୟକ୍ତି ମାନେ କମ୍ ନାହାନ୍ତି