Home Oriya Odia Dictionary

Download Oriya Odia Dictionary APP

Equanimous Oriya Odia Meaning

ସଂଯମଶୀଳ, ସଂଯମୀ

Definition

ଯେ ନିୟମ ପାଳନ କରୁଛି
ଯେ ସଂଯମ ବା ପଥ୍ୟର ଆଶ୍ରୟରେ ରହିଥାଏ
ଯିଏ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖେ ବା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରୁଥିବା ଲୋକ
କୌଣସି ଦୋଷରୁ ଦୂର ରହିବା ବ୍ୟକ୍ତି
ଯେ ସଂଯମ ଆଚରଣ କରନ୍ତି

Example

ନିୟମୀ ବ୍ୟକ୍ତି ହିଁ ସମାଜକୁ ଗୋଟିଏ ଉତ୍ତମ ମାର୍ଗ ଦେଖାଇପାରନ୍ତି
ସଂଯମୀ ବ୍ୟକ୍ତି କେବେ ରୋଗର ଶୀକାର ହୁଏନାହିଁ
ଇନ୍ଦ୍ରିୟଦମନକାରୀ ବ୍ୟକ୍ତି ପ୍ରକୃତ ସୁଖର