Home Oriya Odia Dictionary

Download Oriya Odia Dictionary APP

Equator Oriya Odia Meaning

ଧ୍ରୁବ ରେଖା , ବିଷୁବରେଖା, ଭୂମଧ୍ୟରେଖା

Definition

ଭୂଗୋଳରେ ପୃଥିବୀର ପୃଷ୍ଠର ଠିକ ମଧ୍ୟଭାଗକୁ ସୂଚିତ କରୁଥିବା ଏକ କାଳ୍ପନିକ ରେଖା ଯାହା ଦୁଇଟି ମେରୁଠାରୁ ସମାନ ଦୂରତାରେ ଥାଏ
ବିଷୁବ ରେଖାଦ୍ବାରା ସୃଷ୍ଟି ହେଉଥିବା ବୃତ୍ତ

Example

ବିଷୁବରେଖାର ଆଖପାଖରେ ସବୁଠାରୁ ବେଶି ଗରମ ହୁଏ
ବିଷୁବବୃତ୍ତର ବ୍ୟାସାର୍ଦ୍ଧ ୬, ୩୭୮, ୧୩୭ କି.ମି.