Home Oriya Odia Dictionary

Download Oriya Odia Dictionary APP

Equivalent Word Oriya Odia Meaning

ପର୍ଯ୍ୟାୟବାଚୀ, ସମାନାର୍ଥକ

Definition

ଅର୍ଥ ବିଶେଷରେ ଗୋଟିଏ ଶବ୍ଦର ସୂଚକ ଭାବେ ଅନ୍ୟ ଏକ ଶବ୍ଦ
ସମାନ ଅର୍ଥ ବୁଝାଉଥିବା
ଗୋଟିଏ ବା ସମାନ ଅର୍ଥ ସୂଚିତ କରୁ ଥିବା ଶବ୍ଦମାନଙ୍କ ମଧ୍ୟରେ ଥିବା ଅର୍ଥଗତ ସମ୍

Example

ଏକ ଶବ୍ଦର କେତେ ସମାନାର୍ଥକ ଶବ୍ଦ ଥାଇପାରେ
କମଳର ଚାରୋଟି ପର୍ଯାୟବାଚୀ ଶବ୍ଦ ଲେଖ
ପୁତ୍ର ଓ ପୁଅ ମଧ୍ୟରେ ଯେଉଁ ସମ୍ବନ୍ଧ ତାହା ପର୍ଯ୍ୟାୟବାଚୀ