Home Oriya Odia Dictionary

Download Oriya Odia Dictionary APP

Eradication Oriya Odia Meaning

ଉନ୍ମୁଳନ, ମୂଳପୋଛ, ମୂଳୋତ୍ପାଟନ

Definition

କୌଣସି କାମ ବା କଥା କରିବାନିମନ୍ତେ ବାରଣ
କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି
କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ମୂଳରୁ ଓପାଡ଼ିବା ବା ସମୂଳେ ନଷ୍ଟକରିବା ପ୍ରକ୍ରିୟା ବା ଭାବ
କୌଣସି ଜିନିଷ

Example

ବିଚାରାଳୟର ଆଦେଶରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ନିଷେଧ
ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ସମାଜରୁ ଭ୍ରଷ୍ଟାଚାରର