Home Oriya Odia Dictionary

Download Oriya Odia Dictionary APP

Erosion Oriya Odia Meaning

କ୍ଷରଣ, ଭୂ-କ୍ଷୟ, ଭୂ-କ୍ଷରଣ

Definition

ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
ଧାରରେ ବୋହୁଥିବା ବା ବାହାରୁଥିବା କ୍ରିୟା
କାଟି,ଘଷି, ବା ରଗଡ଼ି କୌଣସି ବସ୍ତୁର ଧୀରେ ଧୀରେ କ୍ଷୀଣ ହେବା ପ୍ରକ୍ରିୟା
ଜମିର ମାଟି କ୍ଷରଣ
ପଡ଼ିଯିବା ବା ଘଟିବାର

Example

ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ
ଘାଆରୁ ପୂଜ ସ୍ରାବ ହେଉଛି
ବୃକ୍ଷ ଅଭାବରେ ଭୂମିର କ୍ଷରଣ ଦ୍ରୂତ ଗତିରେ ହୋଇଥାଏ
ଜଙ୍ଗଲ କଟାଯିବାରୁ ଭୂ-କ୍ଷରଣ ବଢ଼ି ଯାଉଛି
ଶେୟାର ମୂଲ୍ୟରେ କ୍ରମାଗତ ଅବନତିର କାରଣ ଖ