Home Oriya Odia Dictionary

Download Oriya Odia Dictionary APP

Erudition Oriya Odia Meaning

ଜ୍ଞାନ, ଧୀମତ୍ତା, ପାଣ୍ଡିତ୍ୟ, ବିଜ୍ଞତା, ବିଦଗ୍ଧତା, ବିଦ୍‌ବତ୍ତା

Definition

ଜ୍ଞାନ ଯୁକ୍ତ ଭାବ ବା ଜ୍ଞାନୀ ହେବା ଅବସ୍ଥା
ପଣ୍ଡିତଙ୍କ କାମ ବା ବ୍ୟବସାୟ ଯେପରି ଗ୍ରନ୍ଥ ପୋଥି ଆଦି ପଢ଼ି ଶୁଣାଇବା କାମ

Example

ରମାଶଙ୍କର ଓଝା ପଣ୍ଡିତପଣିଆ କରନ୍ତି