Erupt Oriya Odia Meaning
ଉଦ୍ଗିରଣ ହେବା, ଜଳିବା, ଦଗ୍ଦହେବା, ଫାଟିବା, ଫୁଟିବା, ବାହାରିବା, ବିନ୍ଧିବା
Definition
କଢ଼ର ଫୁଲ ରୂପକୁ ବଦଳିବା
କୌଣସି ବସ୍ତୁକୁ ଖଣ୍ଡ ଖଣ୍ଡ ହେବା
ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
ମେଳ ବା ଦଳଆଦିରୁ ଅଲଗା ହେବା
ଫୁଟିବାର ପ୍ରକ୍ରିୟା
କଠିନ ବା ଘନ ବସ୍ତୁର ଆଘାତ
Example
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
କାଚ ତାଟିଆ ହାତରୁ ପଡ଼ିବାମାତ୍ରେ ଭାଙ୍ଗିଗଲା
ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
ବାଣ ଫୁଟିବା ସହ ଏକ ପ୍ରଚଣ୍ଡ ଶବ୍ଦ ହେଲା
ଘଡ଼ା ଫୁଟିଯାଇଛି
ଏଠାର
Snobbery in Oriya OdiaRebuke in Oriya OdiaAdherent in Oriya OdiaTurn On in Oriya OdiaCyberspace in Oriya OdiaPinwheel Wind Collector in Oriya OdiaDestroyer in Oriya OdiaStipend in Oriya OdiaUndress in Oriya OdiaSkin Rash in Oriya OdiaSuccessive in Oriya OdiaWaybill in Oriya OdiaMarching in Oriya OdiaKeenness in Oriya OdiaUnwearied in Oriya OdiaDisordered in Oriya OdiaPure in Oriya OdiaPipage in Oriya OdiaPortion in Oriya OdiaLucre in Oriya Odia