Home Oriya Odia Dictionary

Download Oriya Odia Dictionary APP

Eruption Oriya Odia Meaning

ଜ୍ବାଳାମୁଖୀ ଉଦ୍‌ଗୀରଣ, ପ୍ରକୋପ

Definition

ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
ପୃଥିବୀର ଆଭ୍ୟନ୍ତରରୁ ଗରମ ଲାଭା ଫୁଟି ଉପରକୁ ଉଠିବା ପ୍ରକ୍ରିୟା
ବିଷାକ୍ତ ଏବଂ ଖରାପ ବଥ
ଗୋଳାବାରୁଦ ଆଦି ଫୁଟି ହେଉଥିବା ଶବ୍ଦ

Example

ବମ୍‌ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
ଜ୍ୱାଳାମୁଖୀର ଉଦ୍‌ଗୀରଣ ହେତୁ ଗାଁଗଣ୍ଡା ଉଜୁଡ଼ିଗଲା
ବିସ୍ପୋଟକ ଫୁଟିବାପରେ ରୋଗ ସଂକ୍ରମଣ କରେ
ଦେବୀଙ୍କ ପ୍ରକୋପରୁ ରକ୍ଷାପାଇବାକୁ ହେଲେ ପୂଜା ପାଠ ଆବଶ୍ୟକ ବୋଲି ଗୁଣିଆ କହିଲେ
ତାଙ୍କ ଗାଁରେ ଏବେ