Home Oriya Odia Dictionary

Download Oriya Odia Dictionary APP

Escort Oriya Odia Meaning

ଅଙ୍ଗରକ୍ଷକ, ଅଙ୍ଗରକ୍ଷୀ, ଅନୁରକ୍ଷକ, ବଡିଗାର୍ଡ

Definition

ରକ୍ଷା କରୁଥିବା ବ୍ୟକ୍ତି
ସେହି ବ୍ୟକ୍ତି ଯେ ରକ୍ଷା କରେ
କାହାର ଶରୀର ରକ୍ଷା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି
ଯିଏ ପହରା ଦିଏ
ଯେ ପ୍ରତିରକ୍ଷା କରେ
କୌଣସି ଜିନିଷ ବା କାମର ଦ

Example

ମନ୍ତ୍ରୀର ରକ୍ଷକ ଉଗ୍ରବାଦୀଙ୍କ ଶିକାର ହୋଇଗଲା
ଦେଶ ରକ୍ଷକ ନିଜ ଜୀବନକୁ ପାଣିଛଡ଼େଇ ସୀମାନ୍ତରେ ପହରା ଦିଅନ୍ତି / ଛାତ୍ରାବାସର ୱାର୍ଡ଼ନଙ୍କ ଅନୁମତି ବିନା ଛାତ୍ରାବାସ ବାହାରକୁ ଯିବାମନା
ଇନ୍ଦିରାଗାନ୍ଧୀଙ୍କ ଅଙ୍ଗରକ୍ଷକହିଁ ତାଙ୍କୁ ହତ୍ୟା କଲ