Home Oriya Odia Dictionary

Download Oriya Odia Dictionary APP

Essay Oriya Odia Meaning

ଜାଞ୍ଚ କରିବା, ନିବନ୍ଧ, ପରୀକ୍ଷଣ କରିବା, ପରୀକ୍ଷା କରିବା, ପ୍ରବନ୍ଧ, ରଚନା

Definition

ସାହିତ୍ୟ ସହିତ ସମ୍ବନ୍ଧିତ କୃତ୍ତି
ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
କୌଣସି ବିଷୟ ଉପରେ ଲେଖିକରି ପ୍ରକାଶ କରିବା ବିଚାର
ବି

Example

ତୁଳସୀଦାସଙ୍କର ରାମଚରିତମାନସ ବିଶ୍ୱପ୍ରସିଦ୍ଧ ସାହିତିୟ୍କ କୃତି
ଅଶିକ୍ଷା ଉପରେ ତାଙ୍କର ଲେଖାଟିଏ ଆଜିର ଖବର କାଗଜରେ ଛପାହୋଇଛି
ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
ଏହି ଛୋଟ କାମ୍‌ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ