Home Oriya Odia Dictionary

Download Oriya Odia Dictionary APP

Esteem Oriya Odia Meaning

ଆଦର, ଆଦର କରିବା, ଖାତିର, ମାନ, ସମ୍ନାନ, ସମ୍ମାନ କରିବା

Definition

ଏଭଳି କଥା କିମ୍ବା କାର୍ଯ୍ୟ ଯାହା ଅନ୍ୟମାନଙ୍କପାଇଁ କହିବା ଓ କରିବାଦ୍ୱାରା ତାକୁ ପ୍ରସନ୍ନତା ମିଳେ କିମ୍ବା ସମ୍ନାନିତ ହେବାର ଅବସ୍ଥା
କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱ

Example

ମା’-ବାପାଙ୍କୁ ସମ୍ମାନ କରିବା ଉଚିତ
ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚି‌ତ ନୁହେଁ
ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ
ଈଶ୍ୱରଙ