Esthetic Oriya Odia Meaning
ଚକ୍ଷୁଃପ୍ରୀତିକର, ନନ୍ଦନତାତ୍ତ୍ବିକ, ନୟନାଭିରାମ, ନେତ୍ରବିମୋହନ, ସୁଦର୍ଶନ, ସୌନ୍ଦଯ୍ୟାତ୍ମକ, ସୌନ୍ଦର୍ଯ୍ୟ ବୋଧାତ୍ମକ
Definition
ଯେଉଁଥିରେ ସୌନ୍ଦର୍ଯ୍ୟର ବୋଧ ହୁଏ
[ଦର୍ଶନ] ଦାର୍ଶନିକ ସିଧ୍ୟାନ୍ତରେ ଯାହା ସୁନ୍ଦର
ଯାହା ଆଖିକୁ ଭଲ ଲାଗେ ବା ସୁଖ ଆଣିଥାଏ
Example
ବିଦ୍ୟାପତି ପଦାବଳୀରେ ରାଧାଙ୍କ ସୌନ୍ଦର୍ଯ୍ୟାତ୍ମକ ବର୍ଣ୍ଣନା ମିଳେ
ସୌନ୍ଦର୍ଯ୍ୟ ସିଦ୍ଧାନ୍ତର ଅନ୍ତର୍ଗତ ସୁନ୍ଦରତାକୁ ପରିଭାଷିତ କରାଯାଇଛି
ରାସ୍ତାର ଦୃଶ୍ୟ ଚକ୍ଷୁଃପ୍ରୀତିକର ଥିଲା
Excogitate in Oriya OdiaMetal in Oriya OdiaRemonstrate in Oriya OdiaGambol in Oriya OdiaExceptional in Oriya OdiaEverywhere in Oriya OdiaLost in Oriya OdiaCapital Of Bangladesh in Oriya OdiaHiccup in Oriya OdiaMisfunction in Oriya OdiaKick The Bucket in Oriya OdiaBang-up in Oriya OdiaCarte Du Jour in Oriya OdiaMachine in Oriya OdiaInfrared Light in Oriya OdiaIncalculable in Oriya OdiaBlock Up in Oriya OdiaTimely in Oriya OdiaIndependency in Oriya OdiaClangour in Oriya Odia