Home Oriya Odia Dictionary

Download Oriya Odia Dictionary APP

Estimation Oriya Odia Meaning

ଅନୁମାନ, ଆକଳନ

Definition

ଗଣନା କରିବା କାମ
କୌଣସି ଆଧାର ଉପରେ ଅନୁମାନ ଲଗେଇବା କାର୍ଯ୍ୟ
କୌଣସି ଘଟଣା କିମ୍ବା ବିଷୟରେଥିବା ମୂଳ କାରଣର ରହସ୍ୟ ଅନ୍ୱେଷଣ କରିବାର କ୍ରିୟା
କୌଣସି ଜିନିଷ ଏକାଠିକରି

Example

ସେ ପିଲାଦିନରୁ ବି ଆକଳନ କାମରେ ନିପୁଣ
ଏହି ପରିସଂଖ୍ୟାନକୁ ପୁଣିଥରେ ଆକଳନ କରିବାକୁ ହେବ
ଏହି ଘଟଣାର ଯାଞ୍ଚ ଉଚ୍ଚ ଅଧିକାରୀଙ୍କଦ୍ୱାରା କରାଯିବ
କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି