Home Oriya Odia Dictionary

Download Oriya Odia Dictionary APP

Euphony Oriya Odia Meaning

ସଙ୍ଗୀତ

Definition

ଲୟ, ତାଳ, ସ୍ୱରଆଦିର ନିୟମ ଅନୁସାରେ କୌଣସି ପଦ୍ୟ ବା ବାଦ୍ୟର ଆକର୍ଷକ ଏବଂ ମନୋରଞ୍ଜକ ରୂପରେ ହେଉଥିବା ଉଚ୍ଚାରଣ ବା ଧ୍ୱନି
ଆନନ୍ଦଦାୟକ ଧ୍ୱନି
ସଙ୍ଗୀତ ସମ୍ବନ୍ଧୀୟ ପ୍ରକ୍ରିୟା

Example

ସଙ୍ଗୀତ ଶୁଣିଲେ ହୃଦୟକୁ ଶାନ୍ତି ମିଳେ
ହିମାଳୟ ଉପତ୍ୟକାରେ ମଳୟ ସଙ୍ଗୀତ ହୃଦୟକୁ ଛୁଇଁ ଯାଏ
ଗାୟନ,ବାଦନ ଆଦି ସଙ୍ଗୀତାତ୍ମକ ପ୍ରକ୍ରିୟା