Home Oriya Odia Dictionary

Download Oriya Odia Dictionary APP

Europe Oriya Odia Meaning

ଇଉରୋପ, ୟୁରୋପ

Definition

ପୃଥିବୀର ପୂର୍ବ ଗୋଲାର୍ଦ୍ଧର ତିନି ମହାଦ୍ୱୀପ ମଧ୍ୟରୁ କ୍ଷୁଦ୍ରତମ ମହାଦ୍ୱୀପ
ୟୂରୋପୀୟ ମହାଦ୍ୱୀପର ଦେଶ ସମୂହ
ଇଉରୋପରେ ସତାଇଶ ଦେଶକୁ ନେଇ ଗୋଟିଏ ରାଜନୈତିକ ଏବଂ ଆର୍ଥିକ ସଙ୍ଘ ଯେଉଁଥିରେ ପ୍ରଶାସକୀୟ ଆପୋସ ବୁଝାମଣା ହୋଇଥାଏ ଯାହା ସଙ୍ଘର

Example

ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଆଦି ଦେଶ ୟୁରୋପରେ ଅବସ୍ଥିତ
ଏବେ ୟୁରୋପ,ଏସିଆ ଆଦି ବିକାଶ ଆଡ଼କୁ ଅଗ୍ରସର ହେଉଛନ୍ତି
ୟୁରୋପୀୟ ସଙ୍ଘର ଅଭ୍ୟୁଦୟ ଉଣେଇଶ ଶହ ସତାବନରେ ହୋଇଥିଲା