Home Oriya Odia Dictionary

Download Oriya Odia Dictionary APP

Evaporation Oriya Odia Meaning

ଜଳୀୟଅଂଶବିହୀନ, ନିର୍ଜଳୀକରଣ, ବାଷ୍ପୀକରଣ

Definition

ପାଣି ଫୁଟିବା ଫଳରେ ବାହାରୁଥିବା ବହୁତ ଛୋଟ ଛୋଟ ଜଳକଣା ଯାହା ଧୂଆଁ ରୂପରେ ଉପରକୁ ଉଠିବା ଦେଖାଯାଇଥାଏ
କୌଣସି ବସ୍ତୁର କୌଣସି ବିଶେଷ ପ୍ରକ୍ରିୟାରେ ବାଷ୍ପ ରୂପରେ ହେଉଥିବା କ୍ରିୟା
ଜଳଶୂନ୍ୟ କରିବାର ପ୍ରକ୍ରିୟା

Example

ସର୍ବ ପ୍ରଥମେ ଜେମସ ୱାଟ ବାଷ୍ପ ଶକ୍ତିକୁ ଚିହ୍ନିଥିଲେ
ଗରମ ଦିନରେ ଜଳର ବାଷ୍ପୀକରଣ ସହଜରେ ହୋଇଥାଏ
ବାରମ୍ବାର ଝାଡ଼ାବାନ୍ତି ହେଲେ ଶରୀର ଜଳୀୟଅଂଶଶୂନ୍ୟ ହୋଇଯାଏ