Home Oriya Odia Dictionary

Download Oriya Odia Dictionary APP

Every Which Way Oriya Odia Meaning

ଅବ୍ୟବସ୍ଥିତ, ଛିନ୍‌ଛତ୍ର, ଛିନ୍ନ ଭିନ୍ନ

Definition

ଯାହା ବ୍ୟବସ୍ଥିତ ନୁହେଁ
ଯିଏ ଶାନ୍ତ ନୁହେଁ

ନିଜ ସ୍ଥାନରୁ ଏପଟ ସେପଟ ହେବା
ଏଣେତେଣେ
ଖେଳେଇ ହୋଇଯିବା
ଯାହା ଏଣେତେଣେ ବିଛେଇ ହୋଇଛି ବା ହୋଇଯାଇଛି
ଯେ ବିଧାନ, ଶାସ୍ତ୍ର ଆଦି ବ୍ୟବସ୍ଥା ବା ମର୍ଯ୍ୟାଦାରୁ ବଞ୍ଚିତ ବା ତାହାର ବିପରୀତ

Example

ଶ୍ୟାମ ଅସଜଡ଼ା କୋଠରୀକୁ ସଜାଡ଼ୁଛି
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
ପୋଲିସ ଲୁହବୁହା ଗ୍ୟାସ୍‌ ଛାଡ଼ିବାରୁ ଭିଡ଼ ଛିନ୍‌ଛତ୍ର ହୋଇଗଲା
ଛିନଛତ୍ର ହୋଇଯାଇଥିବା ଭିଡ଼କୁ ପଂକ୍ତିବଦ୍ଧ ହେବାପାଇଁ କୁହାଗଲା
ଅବ୍ୟବସ୍ଥିତ କାର୍ଯ୍ୟର ପରିଣାମ ଭଲ ହୁଏ ନାହିଁ