Home Oriya Odia Dictionary

Download Oriya Odia Dictionary APP

Evildoer Oriya Odia Meaning

ପତିତ, ପାପକର୍ମୀ, ପାପାଚାରୀ, ପାପାତ୍ମା, ପାପୀ

Definition

ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
ଯିଏ ସ୍ଖଳିତ ବା ଯାହାର ବ୍ୟବହାର ଭଲ ନୁହେଁ
ଦୁଷ୍କର୍ମ କରିବା ଲୋକ ବା ଯିଏ ଭଲ କାମ କରେ ନାହିଁ
ଯିଏ ପାପ କ

Example

ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
ଅଧଃପତିତ ବ୍ୟକ୍ତି ସମାଜକୁ ରସାତଳକୁ ନେଇଯାଏ
ଦୁଷ୍କର୍ମକୁ ଡର ଦୁଷ୍କର୍ମା ବ୍ୟକ୍ତିକୁ ନୁହେଁ
ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛିଯେ ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ, ସେତେବେଳେ ପ୍ରଭୁ ଅବତାର ନେଇ ପାପୀମାନଙ୍କୁ ସଂହାର କରିଦିଅନ୍ତି
ତୁମ