Home Oriya Odia Dictionary

Download Oriya Odia Dictionary APP

Evolution Oriya Odia Meaning

ଇଭୋଲ୍ୟୁସନ୍‌, ଉତ୍‌କ୍ରାନ୍ତି, କ୍ରମବିକାଶ

Definition

ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
କଢ଼ିର ଫୁଲଟିଏ ବନିବାର ଅବସ୍ଥା
ଭୋଜନ, ବସ୍ତ୍ରଆଦି ଦେଇ ଜୀବନ ରକ୍ଷା କରିବା କ୍ରିୟା
ବଢ଼ିବା ଓ ବଢ଼େଇବା କାର୍ଯ୍ୟ
କ୍ରମଶଃ: ଉତ୍ତମତା ବା ପୂର

Example

ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
କଢିଟିଏ ଫୁଲ ରୂପରେ ହିଁ ବିକାଶ ହୁଏ
ଯଶୋଦା କୃଷ୍ଣଙ୍କର ଲାଳନ ପାଳନ କରିଥିଲେ
ମାଙ୍କଡ଼ର କ୍ରମବିକାଶ ମନୁଷ୍ୟ ରୂପେ ହେଲା
ବଗିଚାର ସବୁଆଡ଼ ଶୋଭାମୟ ଦିଶୁଛି
ସରକାର କୃଷି ସମ୍ବଳର ବିକାଶ କରିଛନ୍ତି
ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର