Home Oriya Odia Dictionary

Download Oriya Odia Dictionary APP

Exam Oriya Odia Meaning

ପ୍ରଶ୍ନମାଳା , ପ୍ରଶ୍ନାବଳୀ

Definition

କାହାର ଯୋଗ୍ୟତା ବା ଜ୍ଞାନକୁ ପରୀକ୍ଷା କରିବାପାଇଁ ତାକୁ ପ୍ରଶ୍ନ ପଚାରିବାର କ୍ରିୟା ଯାହକୁ ଆଧାରକରି ତାକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରାଯାଏ
କୌଣସି ବିଷୟ ସହିତ ସମ୍ବନ୍ଧିତ ପ୍ରଶ୍ନର ସୂଚୀ

Example

ରାମ ଦଶମ ଶ୍ରେଣୀ ପରୀକ୍ଷା ପାସ୍‌ କରିବାପାଇଁ ବହୁତ ପରିଶ୍ରମ କରୁଛି
ଏହି ପ୍ରଶ୍ନାବଳୀର ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇଦେଲି