Home Oriya Odia Dictionary

Download Oriya Odia Dictionary APP

Examination Oriya Odia Meaning

ପରୀକ୍ଷା, ପ୍ରଶ୍ନମାଳା , ପ୍ରଶ୍ନାବଳୀ

Definition

କାହାର ଯୋଗ୍ୟତା ବା ଜ୍ଞାନକୁ ପରୀକ୍ଷା କରିବାପାଇଁ ତାକୁ ପ୍ରଶ୍ନ ପଚାରିବାର କ୍ରିୟା ଯାହକୁ ଆଧାରକରି ତାକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରାଯାଏ
କୌଣସି ଘଟଣା କିମ୍ବା ବିଷୟରେଥିବା ମୂଳ କାରଣର ରହସ୍ୟ ଅନ୍ୱ

Example

ରାମ ଦଶମ ଶ୍ରେଣୀ ପରୀକ୍ଷା ପାସ୍‌ କରିବାପାଇଁ ବହୁତ ପରିଶ୍ରମ କରୁଛି
ଏହି ଘଟଣାର ଯାଞ୍ଚ ଉଚ୍ଚ ଅଧିକାରୀଙ୍କଦ୍ୱାରା କରାଯିବ
ଏହି ପ୍ରଶ୍ନାବଳୀର ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇଦେଲି
ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାର