Home Oriya Odia Dictionary

Download Oriya Odia Dictionary APP

Example Oriya Odia Meaning

ଉଦାହରଣ, ଦୃଷ୍ଟାନ୍ତ, ନମୁନା

Definition

ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
ପ୍ରମାଣ, ସାକ୍ଷୀ ରୂପରେ ନିଆଯାଇଥିବା କୌଣସି ଲେଖାଆଦିର କିଛି ଅଂଶ
ଯେଉଁ କାର୍ଯ୍ୟ ଓ ବ୍ୟକ୍ତିଆଦି ଆଦର୍ଶର ରୂପ ଏବଂ ଯାହାର ଅନୁକରଣ କରିବା ଆବଶ୍ୟକ
ଯାହାକୁ ଦେଖି ତା ଅନୁସାରେ କିଛି କ

Example

ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
ଭଗବାନ ରାମଙ୍କ କାର୍ଯ୍ୟ ଆଧୁନିକ ଯୁଗ ନିମନ୍ତେ ଏକ ଉଦାହରଣ
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
ନୂଆ ଯନ୍ତ୍ରର