Home Oriya Odia Dictionary

Download Oriya Odia Dictionary APP

Excited Oriya Odia Meaning

ଅନୁପ୍ରାଣିତ, ଅନୁଭୂତି ପ୍ରବଣ, ଉନ୍ମତ୍ତ, ପାଗଳ, ଭାବ ପ୍ରବଣ, ଭାବୁକ, ଭ୍ରାନ୍ତ, ମଦାନ୍ଧ, ସହୃଦୟ, ସହୃଦୟୀ

Definition

ଯାହାଙ୍କଠାରେ ଦୟା ଅଛି
ବିଶେଷକରି କୋମଳ ଭାବର ପ୍ରଭାବ ଯାହାର ମନରେ ସହଜରେ ପଡ଼େ
ଯେ ଉତ୍ତେଜନାରେ ଭରପୂର
ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
ଯିଏ ଭ୍ରମରେ ପଡ଼ିଛି ବା ଯାହାର ଭ୍ରମ ହୋଇଛି
ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ଯାହାକୁ ଅନ୍ୟଠାରୁ ପ୍ରେରଣା ମ

Example

ମୋ ଜୀବନ କାହାଣୀ ଶୁଣି ସେ ଭାବୁକ ହୋଇଉଠିଲା
ଉତ୍ତେଜିତ ବ୍ୟକ୍ତିକୁ ବୁଝାଇବା କଠିନ
ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
ପାଗଳ ହାତୀକୁ ଧରିବାପାଇଁ