Home Oriya Odia Dictionary

Download Oriya Odia Dictionary APP

Exciting Oriya Odia Meaning

ଉତ୍ତେଜକ, ଉତ୍ତେଜନା ପ୍ରଦ, ଉଦ୍ଦୀପକ

Definition

ମାନସିକତାକୁ ତୀବ୍ର କରିପାରୁଥିବା
ଯେଉଁଥିରେ ଖୁବ୍‌ ଚମକ ଅଛି

ସାହିତ୍ୟରେ ରସ ବା ସ୍ଥାୟୀ ଭାବକୁ ଉତ୍ତେଜିତ କରୁଥିବା କୌଣସି ବସ୍ତୁ, କଥା ଆଦି
ଉତ୍ତେଜିତ କରିବା ବା ବୃଦ୍ଧି ହେବାର କ୍ରିୟା ବା

Example

ନେତାଙ୍କ ଉତ୍ତେଜକ ଭାଷଣ ହେତୁ ସହରରେ ଦଙ୍ଗା ଆରମ୍ଭ ହୋଇଗଲା
ଜୋକର ଚକ୍‌ମକିଆ ପୋଷାକ ପିନ୍ଧିଥିଲା
କୌଣସି କାର୍ଯ୍ୟର ଶୁଭାରମ୍ଭପାଇଁ ଦୀପ ପ୍ରଜ୍ୱଳନ କରାଯାଏ

ଶୃଙ୍ଗାର ରସରେ ଝରଣା, ଶୋଭା