Home Oriya Odia Dictionary

Download Oriya Odia Dictionary APP

Exclamation Mark Oriya Odia Meaning

ବିସ୍ମୟସୂଚକ ଚିହ୍ନ, ସମ୍ବୋଧନ ଚିହ୍ନ

Definition

ଏକ ପ୍ରକାରର ଚିହ୍ନ ଯାହା ବିସ୍ମୟ, ଦୁଃଖ, ଆଶ୍ଚର୍ଯ୍ୟଆଦି ପ୍ରକାଶ କଲାଭଳି ଶବ୍ଦ ସୂଚକ ହୋଇଥାଏ

Example

ଆରେ ! ଆପଣ ଆସିଗଲେଣି""ବାକ୍ୟରେ ଆରେ ପରେ ବିସ୍ମୟସୂଚକ ଚିହ୍ନ ଲଗାହୋଇଛି