Home Oriya Odia Dictionary

Download Oriya Odia Dictionary APP

Excreta Oriya Odia Meaning

ମଇଳା

Definition

ଜୀବଦ୍ୱାରା ଉତ୍ସର୍ଜିତ ପଦାର୍ଥ ଯାହା ତାହାର ମଳଦ୍ୱାର ଦେଇ ବାହାରିଯାଏ
ଚମ ଉପରେ ଜମୁଥିବା ମଇଳା
କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
ଶରୀରରୁ ନିର୍ଗତ ହେଉଥିବା ମଇଳା

Example

ଘୁଷୁରି ମଳ ମଧ୍ୟ ଖାଏ
ସେ ମଳି ସଫାକରିବାପାଇଁ ପ୍ରତିଦିନ ସାବୁନ ଲଗାଇ ଗାଧାଏ
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ