Home Oriya Odia Dictionary

Download Oriya Odia Dictionary APP

Excursive Oriya Odia Meaning

ଅପ୍ରାସଙ୍ଗିକ

Definition

ଯାହା ବାଜେକଥାରେ ପୂର୍ଣ୍ଣ
ଯାହା ସମ୍ବନ୍ଧିତ ନୁହେଁ
ଯାହା ପ୍ରସଙ୍ଗ ସମ୍ପର୍କିତ ନୁହେଁ
ଯାହା ସଦୃଶ ନୁହେଁ ବା ଜଣେ ଅନ୍ୟଠାରୁ ଭିନ୍ନ
ଯାହା ଯୋଡ଼ା,ମିଶା, ବା ଲଗା ହୋଇନଥାଏ
ପ୍ରସଙ୍ଗର ପ୍ରତିକୂଳ

Example

ବାଜେକଥା କୁହନାହିଁ
ପ୍ରେସ୍‌ ବାର୍ତ୍ତା ଅବସରରେ ନେତାଜଣଙ୍କ ପ୍ରଶ୍ନ‌ର ଉତ୍ତର ନଦେଇ ଅପ୍ରସଙ୍ଗ କଥା କହିବାକୁ ଲାଗିଲେ
ଅପ୍ରାସଙ୍ଗିକ କଥାରେ ବହୁତ ସମୟ ନଷ୍ଟ ହୋଇଯାଏ
ତାହାର ଅପ୍ରାସଙ୍ଗିକ