Home Oriya Odia Dictionary

Download Oriya Odia Dictionary APP

Exile Oriya Odia Meaning

ନିର୍ବାସନ, ନିଷ୍କାସନ, ବହିଷ୍କାର

Definition

ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
ଦେଶରୁ ବହିଷ୍କୃତ ହେବା ଦଣ୍ଡ
କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ଯାଇ ରହିବା କ୍ରି

Example

ବ୍ରିଟିଶ୍‌ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
ମୁଁ ଭାରତ ପ୍ରବାସ ସମୟରେ ବହୁତ କିଛି ଶିଖିଲି
ମୁଁ ଆଜି ପାଞ୍ଚଶହ ଟଙ୍କାର ଜିନିଷ