Home Oriya Odia Dictionary

Download Oriya Odia Dictionary APP

Exit Oriya Odia Meaning

ପରଲୋକ ଗମନ କରିବା, ପ୍ରାଣଛାଡିଯିବା, ପ୍ରାଣବାୟୁ ଉଡିଯିବା, ବହିରାଗମନ, ବହିର୍ଗମନ, ମରିବା, ମହା ନିର୍ବାଣ ପ୍ରାପ୍ତ ହେବା, ସ୍ୱର୍ଗପ୍ରାପ୍ତି ହେବା

Definition

ବିଦା ହେବାର କ୍ରିୟା
ବାହାରିବା ଓ ବାହାରକରିବା ପ୍ରକ୍ରିୟା ବା ଭାବ
ବିବାହପରେ କନ୍ୟାକୁ ଶଶୁରଘର ପଠାଇବାର ବିଶେଷ ପ୍ରଥା
ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ
କୌଣସି ସ୍ଥାନରୁ ବା ଦେଶରୁ ବହୁତ

Example

ବିଦାୟବେଳାରେ ଆଖିରେ ଅଶ୍ରୁ ଆସିଯାଏ
ସହରରେ ଜଳ ନିଷ୍କାସନର ସୁବ୍ୟବସ୍ଥା ହେବା ଉଚିତ
ଅଞ୍ଜନାର ନିର୍ବନ୍ଧଠାରୁ ପୁଆଣୀ ପର୍ଯ୍ୟନ୍ତ ରମେଶ ଛୁଟିନେଇ ହିଁ ଘରେ ରହିଲା
ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି
ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ