Home Oriya Odia Dictionary

Download Oriya Odia Dictionary APP

Expand Oriya Odia Meaning

ଅର୍ଥ ବୁଝେଇବା, ପ୍ରସାରିତ, ବିଶ୍ଳେଷଣ କରିବା, ବିସ୍ତାରିତ, ବିସ୍ତାରିତ ଭାବେ ବର୍ଣ୍ଣନାକରିବା, ବ୍ୟାଖ୍ୟା କରିବା

Definition

ଲମ୍ବା ଚଉଡ଼ାଆଦି
ଖେଳେଇ ଦେବା
ସୀମା, କ୍ଷେତ୍ରଆଦିରେ ବିସ୍ତାରିତ ହେବା
ବିସ୍ତାରିତ ହେବା କ୍ରିୟା, ଅବସ୍ଥା ବା ଭାବ
(ବିଶେଷକରି ନକରାତ୍ମକ) ସୂଚନା, କଥା ଆଦି ପ୍ରଘଟ ହେବା
ବିସ୍ତାର ବା ବଢ଼ିବାର କ୍ରିୟା ବା ଭାବ

Example

ଭାରତର ବିସ୍ତାର ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ
ସେ ଓଦା ଲୁଗାକୁ ଖରାରେ ଖେଳେଇ ଦେଉଛି
ଅଶୋକଙ୍କ ସମୟରେ ତାଙ୍କ ରାଜ୍ୟ ବହୁତ ପ୍ରସାରିତ ହୋଇଥିଲା
ଶିକ୍ଷାର ପ୍ରସାରରେ ହିଁ ଦେଶର ଉନ୍ନତି ସମ୍ଭବ
ଜମିଦାରଙ୍କ ଝିଅ ପଳେଇ ଯିବା କଥା କିଏ ପ୍ରଘଟ କରିଦେଇଛି
ଏ କଥାକୁ ଏତେ