Home Oriya Odia Dictionary

Download Oriya Odia Dictionary APP

Expending Oriya Odia Meaning

ଖର୍ଚ୍ଚ, ବ୍ୟୟ

Definition

କାମରେ ଆସିବା ବା ଲାଗିବାର କ୍ରିୟା
କୌଣସି କାମ ପୂରା କରିବାପାଇଁ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଧନ ଦେବା ବା ଲଗାଇବାର କ୍ରିୟା
ଯେତିକି ପରିମାଣର ଧନ କୌଣସି ଜିନିଷ ତିଆରି କରିବାପାଇଁ ଲାଗେ

Example

ଆମ ଦେଶରେ ଚାଉଳର ବ୍ୟବହାର ବେଶୀ
ଏହି ଭବନର ନିର୍ମାଣରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଗଲା
ଏହି ଘର ତିଆରିପାଇଁ କେତେ ଖର୍ଚ୍ଚ ହେବ?