Home Oriya Odia Dictionary

Download Oriya Odia Dictionary APP

Expensive Oriya Odia Meaning

ମହଙ୍ଗା

Definition

ଯାହାର ଉଚିତ୍‌ ଠାରୁ ଅଧ୍କ ମୂଲ୍ୟ
ଯାହାର ମୂଲ୍ୟ ଅଧିକ
ଯେଉଁଠାରେ ଜିନିଷଗୁଡ଼ିକ ଅଧିକ ଦରରେ ବିକ୍ରି ହୁଏ ବା କୌଣସି ସେବାପାଇଁ ଅଧିକ ମୂଲ୍ୟ ନିଆଯାଏ

Example

ଗାଁ ଅପେକ୍ଷା ସହରର ଜିନିଷ ମହଙ୍ଗା
ଏହି ଶାଢ଼ୀଟି ଟିକେ ମହଙ୍ଗା
ଏହି ଭୋଜନାଳୟର ଖାଦ୍ୟ ମହଙ୍ଗା