Home Oriya Odia Dictionary

Download Oriya Odia Dictionary APP

Expert Oriya Odia Meaning

ବିଶେଷଜ୍ଞ

Definition

କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଯେ କୌଣସି ବିଷୟକୁ ବିଶେଷ ରୂପରେ ଜାଣିଥିବା ବା ଯେ କୌଣସି କାମ, ବସ୍ତୁଆଦିକୁ ବହୁତ ଭଲଭାବରେ ଜାଣେ
କୌଣସି ବିଷୟକୁ ଭଲଭାବରେ ଜଣିଥିବା ଲୋକ
କୌଣସି କାର୍ଯ୍ୟ କରିବାର ବିଶେଷ

Example

ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ସେ ଚର୍ମରୋଗ ବିଶେଷଜ୍ଞ
ଏହା ଆଧ୍ୟାତ୍ମିକ ବିଶେଷଜ୍ଞ ପୁରୁଷମାନଙ୍କ ସମ୍ମେଳନ
ଆପଣଙ୍କ ଭଳି ପ୍ରବୀଣଙ୍କପାଇଁ ପ୍ରଶିକ୍ଷଣର କିଛି ଆବଶ୍ୟକତା ନାହିଁ