Home Oriya Odia Dictionary

Download Oriya Odia Dictionary APP

Expire Oriya Odia Meaning

ପରଲୋକ ଗମନ କରିବା, ପ୍ରାଣଛାଡିଯିବା, ପ୍ରାଣବାୟୁ ଉଡିଯିବା, ମରିବା, ମହା ନିର୍ବାଣ ପ୍ରାପ୍ତ ହେବା, ସ୍ୱର୍ଗପ୍ରାପ୍ତି ହେବା

Definition

କୌଣସି କାର୍ଯ୍ୟ ପୂର୍ଣ୍ଣ ହେବା
କୌଣସି ପ୍ରଥାର ଅନ୍ତ ହେବା
କାମ କାର୍ଯ୍ୟ ବନ୍ଦ ବା ଶେଷ ହେବା
ଅସ୍ତିତ୍ୱରେ ନ ରହିବା ବା ସରିଯିବା
ଶେଷ ହେବା

Example

ଝିଅର ବାହାଘର ଭଲରେ ଶେଷ ହେଲା
ଆଜି ସମାଜରେ ସତୀପ୍ରଥା ସମୂର୍ଣ୍ଣ ଭାବରେ ସମାପ୍ତ ହୋଇଯାଇଛି
ଗାଁର ପୁରୁଣା ସ୍କୁଲଟି ଭାଙ୍ଗିଗଲା
ଏହି ସଂସ୍ଥାରେ ଆପଣଙ୍କ ସଦସ୍ୟତା ଶେଷ ହେଲା