Home Oriya Odia Dictionary

Download Oriya Odia Dictionary APP

Explain Oriya Odia Meaning

ଅବଗତ କରିବା, ବତେଇବା, ବୁଝେଇବା

Definition

ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା
ବୁଦ୍ଧି ବା ଜ୍ଞାନ ପ୍ରଦାନ କରିବା
କୌଣସି ବିଷୟକୁ ବିସ୍ତାରିତଭାବରେ ବର୍ଣ୍ଣନା କରିବା
ବିବାହ ସମୟରେ କନ୍ୟା ବରକୁ ସ୍ୱୀକାର କରିବା
ଏମିତି

Example

ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା
ଅଧ୍ୟାପକ ପିଲାମାନଙ୍କୁ ଗଣିତ ବୁଝେଇଲେ
ଶିକ୍ଷକ କବୀରଙ୍କ ଦୋହା ବ୍ୟାଖ୍ୟା କରୁଛନ୍ତି
ସୀତା ରାମକୁ ବରଣ କରିଥିଲେ
ସେ ପଥଭ୍ରଷ୍ଟ ପିଲାଙ୍କୁ ବୁଝାଉଛନ୍ତି
ମା ପୁଅକୁ ତାର ଖରାପଗୁ