Home Oriya Odia Dictionary

Download Oriya Odia Dictionary APP

Expo Oriya Odia Meaning

ପ୍ରଦର୍ଶନୀ

Definition

ବସ୍ତୁ, ଶକ୍ତିଆଦି ଦେଖାଇବା କ୍ରିୟା
ଲୋକମାନଙ୍କୁ ଦେଖାଇବାପାଇଁ ଭିନ୍ନ ଭିନ୍ନ ଜିନିଷଗୁଡ଼ିକୁ ଗୋଟିଏ ଜାଗାରେ ରଖିବାର କ୍ରିୟା

Example

ରାମ ମେଳାରେ ହାତତିଆରି ବସ୍ତୁଗୁଡ଼ିକ ପ୍ରଦର୍ଶନ କରୁଥିଲା
ଏହିଠାରେ ହସ୍ତଶିଳ୍ପର ପ୍ରଦର୍ଶନୀ ଚାଲିଛି