Home Oriya Odia Dictionary

Download Oriya Odia Dictionary APP

Exponent Oriya Odia Meaning

ଘାତ, ଘାତାଙ୍କ

Definition

କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
ହିତର ବିରୋଧୀ ଭାବ
ଏକ ସଂଖ୍ୟାକୁ ସେହି ସଂଖ୍ୟାରେ

Example

ସେ ଲାଠିରେ ମୋତେ ଆଘାତ କଲା
ସେ ନିଜ ପିତାକୁ ହତ୍ୟା କଲା / ପ୍ରାଣୀ ହତ୍ୟା ମହାପାପ
କାହାର ଅନିଷ୍ଟ ଚିନ୍ତା କରିବା ଉଚିତ୍‌ ନାହିଁ
ଦଶ ଘାତ ତିନିର ଅର୍ଥ ଦଶ ଗୁଣିତ ଦଶ ଗୁଣିତ ଦଶ ବା ଏକ ହଜାର ହୋଇଥାଏ
ସୀମା ଉପରେ