Home Oriya Odia Dictionary

Download Oriya Odia Dictionary APP

Exporter Oriya Odia Meaning

ଦଲାଲି

Definition

ଦେଶ ବାହାରେ ବିକ୍ରି ପାଇଁ ଜିନିଷ ପଠେଇବା କାମ କରୁଥିବା ଲୋକ
ରପ୍ତାନୀ କରୁଥିବା ଲୋକ

Example

ରପ୍ତାନୀକାରୀ ବସ୍ତୁଗୁଡ଼ିକୁ ରପ୍ତାନୀ କରି ଭଲ ଟଙ୍କା ରୋଜଗାର କରିନେଉଛି
ବସ୍ତ୍ର ରପ୍ତାନୀକାରୀ ସେଠ୍‌ର କାଲି ନିଧନ ହୋଇଗଲା