Home Oriya Odia Dictionary

Download Oriya Odia Dictionary APP

Exposition Oriya Odia Meaning

ପ୍ରଦର୍ଶନୀ

Definition

ବସ୍ତୁ, ଶକ୍ତିଆଦି ଦେଖାଇବା କ୍ରିୟା
ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ
ଲୋକମାନଙ୍କୁ ଦେଖାଇବାପାଇଁ ଭିନ୍ନ ଭିନ୍ନ ଜିନିଷଗୁଡ଼ିକୁ ଗୋଟିଏ ଜାଗାରେ ରଖିବାର କ୍ରିୟା

Example

ରାମ ମେଳାରେ ହାତତିଆରି ବସ୍ତୁଗୁଡ଼ିକ ପ୍ରଦର୍ଶନ କରୁଥିଲା
ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି
ଏହିଠାରେ ହସ୍ତଶିଳ୍ପର ପ୍ରଦର୍ଶନୀ ଚାଲିଛି