Home Oriya Odia Dictionary

Download Oriya Odia Dictionary APP

Express Oriya Odia Meaning

ଅଭିବ୍ୟକ୍ତକରିବା, ଉପସ୍ଥାପିତକରିବା, ଜଣାଇବା, ଜ୍ଞାତ କରାଇବା, ଜ୍ଞାତ କରିବା, ବତାଇବା, ବ୍ୟକ୍ତକରିବା, ଭାବପ୍ରକଟକରିବା, ଭାବବ୍ୟକ୍ତକରିବା, ଭାବବ୍ୟକ୍ତିକରିବା, ସତର୍କ କରିବା, ସୂଚନାଦେବା, ସୂଚିତକରିବା

Definition

କୌଣସି ବିଷୟଆଦିକୁ ବ୍ୟକ୍ତ କରିବା
କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
ଯାହ ପରିଷ୍କାର ଦେଖାଯାଏ
ଯାହାର ଅଭିବ୍ୟଞ୍ଜନ ହୋଇଛି ବା ପ୍ରକଟ କରାଯାଇଥିବା
ଓଦା ବସ୍ତୁକୁ ଚିପୁଡ଼ି ସେଥିରୁ ତରଳ ପଦାର୍ଥ ବାହାର କରିବା
ଶୀଘ୍ର ଚାଲିବାବାଲା

Example

ସେ ତା ବିଚାରକୁ ବ୍ୟକ୍ତ କଲା
ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ୍ର ଅଙ୍କନ କରି ବୁଝାଇଲେ
ଅଭିବ୍ୟକ୍ତ ଭାବକୁ ଲୁଚାଇବାପାଇ