Home Oriya Odia Dictionary

Download Oriya Odia Dictionary APP

Extensive Oriya Odia Meaning

ପରିବ୍ୟାପକ, ପରିବ୍ୟାପ୍ତ, ବିସ୍ତୀର୍ଣ୍ଣ, ବିସ୍ତୃତ, ବ୍ୟାପକ, ସଂପ୍ରସାରିତ

Definition

ଯାହା ଢଙ୍କା ବା ଆବୃତ ନୁହେଁ
ଯେ ନିଜ କ୍ଷେତ୍ରରେ ଏବଂ ତା’ର ଚତୁର୍ଦିଗରେ ବହୁଦୂର ପର୍ଯ୍ୟନ୍ତ ସଂପ୍ରସାରିତ
ମେଘ ନଥିବା
ଯାହା ଗୁପ୍ତ ନୁହେଁ
ଯେ ବହୁତ ବଡ଼ ବା ଭଲ
ଯାହାର ଶରୀର ବହୁତ ବଡ଼
ଉପରଆଡ଼ୁ ଖୋଲାଥିବା ସ୍ଥାନ
ଯାହା ବନ୍ଧା ହୋଇନାହିଁ
ଯାହାର କିଛି ବିଶେଷ ମହତ୍ତ୍ୱ ଅଛି ବା ଯା

Example

ଜନମାନସରେ ତୁଳସୀଙ୍କ ରଚିତ ରାମ ଚରିତ ମାନସର ବ୍ୟାପକ ପ୍ରଭାବ ପଡ଼ିଲା
ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
ଏହା ଖୋଲାକଥା ଏହାକୁ ଆପଣ ବି ଜାଣି ପାରନ୍ତି
ମହାତ୍ମା ଗାନ୍ଧି ଜଣେ ମହାନ୍‌ ବ୍ୟକ୍ତି ଥିଲେ