Home Oriya Odia Dictionary

Download Oriya Odia Dictionary APP

Exuberance Oriya Odia Meaning

ଉତ୍ସାହ, ଉଲ୍ଲାସ

Definition

ଅଧିକ ହେବାର ଅବସ୍ଥା ବା ଭାବ
ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ଏକ ପ୍ରକାରର ପ୍ରକାଶ
ମନରେ ଉତ୍ପନ୍ନ ହେ

Example

ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
ତାଙ୍କର ଜୀବନ ଆନନ୍ଦରେ ବିତୁଛି
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
ସଚିନ ଉତ୍ସାହ ସହିତ ବଲ୍‌ ମାରୁଛନ୍ତି
କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
ସେ ଉଲ୍ଲାସ