Home Oriya Odia Dictionary

Download Oriya Odia Dictionary APP

Eyebrow Oriya Odia Meaning

ଭୂରୁ, ଭ୍ରୂଲତା

Definition

ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ
ଆଖି ଉପର ହାଡ଼ରେ ଥିବା ବାଳ
ଦେଖିବା କ୍ରିୟ

Example

ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା
କଥକଳୀ ନର୍ତ୍ତକ ଭ୍ରୂଲତା ନଚାଇ ନୃତ୍ୟ ମୁଦ୍ରାଗୁଡ଼ିକ ପ୍ରଦର୍ଶିତ କରୁଛନ୍ତି
ମାଲିକର କୁପିତ ଚାହାଣି ଦେଖି ଚାକର ବାଟଭାଙ୍ଗି ଚାଲିଗଲା