Home Oriya Odia Dictionary

Download Oriya Odia Dictionary APP

Fad Oriya Odia Meaning

ପାଗଳପଣ, ପାଗଳାମି

Definition

ଦ୍ୱିଧା, ଅଶାନ୍ତି, କଠିନତା ତଥା ବ୍ୟାକୁଳତାରୁ ଉତ୍ପନ୍ନ ହେଉଥିବା ମନୋଦଶା
ମସ୍ତିଷ୍କର ଯେଉଁ ରୋଗରେ ମନ ଓ ବୁଦ୍ଧିର ସନ୍ତୁଳନ ବିଗିଡ଼ି ଯାଏ
ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
ବ୍ରହ୍ମାଙ୍କର

Example

ମୋତେ ଦିନରାତି ଏହି ଚିନ୍ତା ଲାଗିରହିଛି ଯେ ମୁଁ ଏହି କାମ କିଭଳି ଶୀଘ୍ରଶୀଘ୍ର ଶେଷ କରିବି
ଅତ୍ୟଧିକ ଦୁଃଖ କାରଣରୁ ସେ ଉନ୍ମାଦ ହୋଇଗଲା
କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
ସନକ,ସନନ୍ଦନ ଆଦି ଦେବକୋଟିରେ ଗଣାଯାଆନ୍ତି
ଏହି ଗାୟିକାଙ୍କ ଲୟ