Home Oriya Odia Dictionary

Download Oriya Odia Dictionary APP

Fade Oriya Odia Meaning

ଉଡିଯିବା, ଛାଡିଯିବା, ମଉଳିଯିବା, ମ୍ଳାନ ପଡିଯିବା, ମ୍ଳାନ ହେବା

Definition

କାନ୍ତି ମଳିନ ପଡ଼ିଯିବା
ଛୋଟ ଗଛଗୁଡ଼ିକର ସବୁଜିମା ଚାଲିଯିବା

Example

ଖରାପ ଖବର ଶୁଣି ତା ଚେହେରା ମଉଳିଗଲା
ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା