Faery Oriya Odia Meaning
ପରୀ, ପରୀଲୋକ
Definition
ବହୁତ ସୁନ୍ଦର ସ୍ତ୍ରୀ
ଫରାସୀ ଅନୁଶ୍ରୁତି ଅନୁସାରେ କାଫ ପର୍ବତରେ ବସବାସ କରୁଥିବା ଡେଣାଯୁକ୍ତ କଳ୍ପିତ ପରମ ସୁନ୍ଦର ସ୍ତ୍ରୀ
ଯେଉଁ କଳ୍ପିତ ସ୍ଥାନରେ ପରୀମାନେ ରହନ୍ତି
ଯେଉଁ ସ୍ଥାନରେ
Example
ଭାରତରେ ଐଶ୍ୱର୍ୟ ରାୟଙ୍କ ଭଳି ପରୀ କମ୍ ନାହାନ୍ତି
ମାଆ ତା ପିଲାଙ୍କୁ ପରୀ କାହାଣୀ ଶୁଣାଉଛନ୍ତି
ପରୀଲୋକରେ ପରୀମାନେ ରହନ୍ତି
ମେଳଣ ଲାଗିବା କ୍ଷଣି ସେହି ସ୍ଥାନ ପରୀରାଇଜରେ ବଦଳି ଯାଏ
Handwork in Oriya OdiaArticle Of Clothing in Oriya OdiaRebuff in Oriya OdiaAffianced in Oriya OdiaPresident in Oriya OdiaCrack in Oriya OdiaRevelry in Oriya OdiaFoundation in Oriya OdiaPorous in Oriya OdiaPlan in Oriya OdiaLiterature in Oriya OdiaCirculate in Oriya OdiaWebby in Oriya OdiaCreeping in Oriya OdiaPilau in Oriya OdiaPhraseology in Oriya OdiaBound in Oriya OdiaCustard Apple in Oriya OdiaLeader in Oriya OdiaGorgeous in Oriya Odia